Tag: nuapada bypolls

Nuapada Counting Result: ନୂଆପଡ଼ା ଉପନିର୍ବାଚନରେ; ଦଶମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ମିଳିଛି ୬୩,୫୨୨ ଭୋଟ୍

ଖୁବ୍ ଶୀଘ୍ର ପ୍ରକାଶ ପାଇବା ନୂଆପଡା ଉପନିର୍ବାଚନ ଫଳ । ନୂଆପଡା ପାଇଁ ଗଣତି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ରହିଛନ୍ତି । ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ବିଜେପି ୪୩ ହଜାର ୨୩୪ ଭୋଟ୍‌ରେ ଆଗୁଆ…