Tag: Nuapada By-Election

Nuapada Bypoll: ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା

ନୂଆପଡା ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆଜି ଶେଷ ହୋଇଛି । ସମୁଦାୟ ୧୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତିନି ପ୍ରମୁଖ ରାଜନୀତି ଦଳର ତିନି ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି…

Nuapada By-Election: ନୂଆପଡ଼ା ଉପନିର୍ବାଚନ; ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ

ନୂଆପଡ଼ା ଉପ ନିର୍ବାଚନ ପାଇଁ ସରଗରମ ହେଉଛି ରାଜନୀତି । ପ୍ରମୁଖ ତିନି ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ନିଜ ନିଜର ରଣନୀତି ପ୍ରସ୍ତୁତ କରି ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଚାରକୁ ଜୋରଦାର କରିଛନ୍ତି । ଏହାରି ମଧ୍ୟରେ ନୂଆପଡା…

Sujeet Kumar in Trouble: ନରେଶ ଅଗ୍ରୱାଲ ଓ ବିଜେପି ସାଂସଦ ସୁଜିତଙ୍କ ସମ୍ପର୍କ କ’ଣ ସ୍ପଷ୍ଟ ହେଉ: କଂଗ୍ରେସ

“ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଦଳର ବିଜୟ ସମ୍ଭାବନା ଉଜ୍ଜଳ ଜାଣି ଦଳକୁ ବଦନାମ କରିବାକୁ ବିଜେପି ହୀନ ଉଦ୍ୟମ ଆରମ୍ଭ କରିଦେଇଛି। ଗତକାଲି ଟିଟିଲାଗଡ଼ ଆରପିଏଫ ପୋଲିସ ୯୦ ଲକ୍ଷ ଟଙ୍କା ଧରିଥିବା ସୂଚନା ଦେଲା। କେସିଙ୍ଗା ଟିଟଲାଗଡ ରେଲୱେ ଷ୍ଟେସନ…

Nuapada ByElection: ନୂଆପଡାରେ ଶକ୍ତି ପ୍ରଦର୍ଶନ କଲା ବିଜେଡି

ଉପନିର୍ବାଚନ ପାଇଁ ନୂଆପଡ଼ା ଚଳଚଞ୍ଚଳ । ନୂଆପଡା ଉପନିର୍ବାଚନକୁ ନେଇ ସରଗରମ ରାଜନୈତିକ ମାହୋଲ। ଏହାରି ମଧ୍ୟରେ ଆଜି ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ନୂଆପଡ଼ାରେ ନିର୍ବାଚନ ଉପଲକ୍ଷେ ଏକ ବିଶାଳ ରାଲି କରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ…

Nuapada By-Election: ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ

ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନାମାଙ୍କନ ଦାଖଲ କରିଛନ୍ତି । ପିସିସି ସଭାପତି ତଥା କଂଗ୍ରେସର ବରିଷ୍ଠ ନେତାଙ୍କ ଗହଣରେ, ବିରାଟ ରାଲିରେ ଆସି ଉପଜିଲ୍ଲାପାଳ ଅଫିସରେ ନାମାଙ୍କନ ଦାଖଲ କରିଥିଲେ ଘାସିରାମ । ଜିଲ୍ଲା…

NuapadaBypoll: ନୂଆପଡ଼ାରେ ବିଜେପିର ଶକ୍ତି ପ୍ରଦର୍ଶନ

ଆଜି ନୂଆପଡ଼ାରେ ବିଶାଳ ସମାବେଶ ହୋଇଛି । ଉପନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ପ୍ରସାର ସେତିକି ଜୋରରେ ଆରମ୍ଭ ହୋଇଛି । ବିଜେପି ତାର ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛି । ନୂଆପଡ଼ାରେ…

Bjp Starcampaigner list: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ଜାରି କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ନୂଆପଡ଼ା ଆସନ ପାଇଁ ଭାରତୀୟ ଜନତା ପାର୍ଟି ରଣନୀତି ପ୍ରସ୍ତୁତ କରିସାରିଛି। ନୂଆପଡ଼ା ଉପନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି। ବିଜେପି ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ…

Nuapada By-Poll: ଆତ୍ମହତ୍ୟାର ପନ୍ଥା କାହିଁକି ବାଛିଲା ବିଜଦ?

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି । ରାଜ୍ୟର କୌଣସି ଉପନିର୍ବାଚନ ଇତିହାସରେ ପୂର୍ବରୁ ଏପରି ମନୋନୟନ ଦେଖିବାକୁ ମିଳିନାହିଁ । ଉପନିର୍ବାଚନରେ…

Snehangini Chhuria Bjd candidate: ନୂଆପଡ଼ା ଉପନିର୍ବାଚନ; ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡିର ପ୍ରାର୍ଥୀ

ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡି ପ୍ରାର୍ଥୀ । ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ…

Nuapada Byelection: ନୂଆପଡା ଉପନିର୍ବାଚନ; ୩ ଆଶାୟୀଙ୍କୁ ନବୀନ ନିବାସକୁ ଡାକରା

ନୂଆପଡା ଉପନିର୍ବାଚନ ପାଇଁ ନବୀନ ନିବାସରେ ବିଜେଡିର ପ୍ରାର୍ଥୀ କସରତ ଚାଲିଛି। ବିଜେଡି ପ୍ରାର୍ଥୀଙ୍କୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ୩ ଆଶାୟୀଙ୍କୁ ନବୀନ ନିବାସ ଡକରା ହୋଇଛି । ସିଧାସଳଖ ନବୀନଙ୍କୁ ଭେଟି ଆଲୋଚନା କରିବେ ୩ ଆଶାୟୀ…