Tag: NREGS Fraud

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ୪ ସରକାରୀ ବାବୁ

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଜାଲରେ ୪ ସରକାରୀ ବାବୁ । ରାୟଗଡ଼ା କାଶିପୁର ବ୍ଲକର ୪ ଜଣ ସରକାରୀ ବାବୁଙ୍କୁ ବନ୍ଧିଲା ଭିଜିଲାନ୍ସ । ମନରେଗାରେ ୨୦ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଗିରଫ କରାଯାଇଛି…