ତାଜା ଖବର ରାଜ୍ୟ Nor’wester in Bhubaneswar: କାଳବୈଶାଖୀର ତାଣ୍ଡବ; ଛାରଖାର ହେଲା ଭୁବନେଶ୍ୱର ଜନତା ମଇଦାନ June 6, 2026 Nirvay ଶନିବାର ସନ୍ଧ୍ୟାରେ ହଠାତ୍ ଆସିଥିବା କାଳବୈଶାଖୀ ଝଡ଼ ଭୁବନେଶ୍ୱର ଜନତା ମଇଦାନକୁ ଛାରଖାର କରିଦେଇଛି । କେବଳ କେଇ ମିନିଟ୍ର ପ୍ରବଳ ବର୍ଷା ଓ ପବନରେ ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର ପାଇଁ ନିର୍ମିତ ସମସ୍ତ ବ୍ୟବସ୍ଥା ଧ୍ବଂସ ହୋଇଯାଇଛି । ପ୍ରବଳ…