Tag: No Fuel Policy

Youth Congress Stages PUCC Protest: ପରିବହନ ମନ୍ତ୍ରୀଙ୍କ ବାସଭବନକୁ ସାଇକେଲ ଯାତ୍ରାରେ ପ୍ରତିବାଦ କଲା ରାଜ୍ୟ ଯୁବ କଂଗ୍ରେସ

ଗାଡ଼ି ଚାଳକଙ୍କ ଉପରେ ମନଇଛା ଫାଇନ ଏବଂ ତ୍ରୁଟିପୂର୍ଣ୍ଣ ପ୍ରଦ୍ୟୁଷଣ ପ୍ରମାଣପତ୍ର ନିତି ପ୍ରତିବାଦରେ ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା…