Tag: Nirbhaya

ଆଜି ନିର୍ଭୟର ୧୨ତମ ବାର୍ଷିକ ଉତ୍ସବ; ମୁଖ୍ୟଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ଭୁବନେଶ୍ବର ହୋଟେଲ ‘ମେ ଫେୟାର ଲାଗୁନ’ ଠାରେ ନିର୍ଭୟର ୧୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ୨୦୧୩ ମସିହାରେ କିଛି ପ୍ରତିବଦ୍ଧ ସାମ୍ବାଦିକମାନଙ୍କର ମିଳିତ ପ୍ରୟାସରେ ଆରମ୍ଭ ହୋଇଥିଲା ନିର୍ଭୟ । ୧୩ବର୍ଷର ଏହି ଯାତ୍ରା ଭିତରେ ଶନି ବାର…