ତାଜା ଖବର ରାଜ୍ୟ Nico Park Revamp Redevelopment: ଭୁବନେଶ୍ବର ନିକୋ ପାର୍କର ହେବ ନବ କଳେବର January 1, 2026 Papirani ଭୁବନେଶ୍ବର ନିକୋ ପାର୍କର ହେବ ନବ କଳେବର । ଓଡ଼ିଶା ସରକାର ଭୁବନେଶ୍ୱରର ‘ନିକ୍କୋ ପାର୍କ’ ଭାବରେ ଜଣାଶୁଣା ବିଡିଏ ସିଟି ସେଣ୍ଟରର ଏକ ବ୍ୟାପକ ପୁନଃବିକାଶ କରିବେ। ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର…