Tag: new technology

ସମୁଦ୍ର ପାଣିକୁ ପିଇବା ଯୋଗ୍ୟ କରିବା ପାଇଁ ରାଜ୍ୟକୁ ଆସିବ କମ୍ପାନି

ଏଥର ପାନୀୟ ଜଳ ଭାବେ ସମୁଦ୍ର ପାଣି ପିଇପାରିବେ ରାଜ୍ୟବାସୀ । ଆଜି ବିଧାନସଭା ଗୃହରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ଏହିଭଲି ସୂଚନା ଦେଇଛନ୍ତି । ସେ କହିଛନ୍ତି ସମୁଦ୍ର ପାଣିକୁ ପିଇବା ଯୋଗ୍ୟ କରିବା…