ତାଜା ଖବର ଦେଶ UGC’s New Equity Rules: ୟୁଜିସିର ନୂଆ ନିୟମ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ January 29, 2026 Papirani ଉଚ୍ଚ ଶିକ୍ଷାନୁଷ୍ଠାନରେ ସମାନତାକୁ ପ୍ରୋତ୍ସାହନ ଦେଉଥିବା ୟୁଜିସିର ନୂଆ ନିୟମାବଳି ୨୦୨୬ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ଦିନ ସୁପ୍ରିମକୋର୍ଟ କଲେଜଗୁଡିକରେ ଦେଶବ୍ୟାପୀ ଅସନ୍ତୋଷ ସୃଷ୍ଟି କରିଥିବା ୟୁଜିସି ନିୟମାବଳୀ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ଏବଂ କେନ୍ଦ୍ରକୁ…