ତାଜା ଖବର ରାଜ୍ୟ Jagannath Temple Calendar Error: ଶ୍ରୀମନ୍ଦିରର ନୂତନ କ୍ୟାଲେଣ୍ଡରରେ ତ୍ରୁଟି December 31, 2025 Papirani ପୁରୀ ଶ୍ରୀମନ୍ଦିର ପକ୍ଷରୁ ପ୍ରକାଶ ପାଇଥିବା ଇଂରାଜୀ ନୂତନ ବର୍ଷର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି ।ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଟେବୁଲ୍ କ୍ୟାଲେଣ୍ଡର, ଓ୍ୱାଲ୍ କ୍ୟାଲେଣ୍ଡର ଓ ଡାଏରୀରେ…