Tag: NCERT

NCERT Granted Deemed University: ବିଶ୍ବବିଦ୍ୟାଳୟ ହେଲା NCERT

ସ୍ବତନ୍ତ୍ର ଡିମ୍ଡ ବିଶ୍ବବିଦ୍ୟାଳୟ ହୋଇଛି NCERT। ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT)କୁ ଆନୁଷ୍ଠାନିକ ଭାବରେ “ଡିମ୍ଡ୍-ଟୁ-ବି ବିଶ୍ୱବିଦ୍ୟାଳୟ” ମାନ୍ୟତା ପ୍ରଦାନ କରାଯାଇଛି । ଫଳରେ ଏହାଦ୍ବାରା…

NCERT Class 8 Book Row: ନାଟର ଗୋବର୍ଦ୍ଧନ ଏଡୁସିଲ କି ?

ଏନ୍‌ସିଇଆର୍‌ଟି ବହିରେ ‘ନ୍ୟାୟିକ ଦୁର୍ନୀତି’ ଅଧ୍ୟାୟକୁ ନେଇ ସୁପ୍ରିମ୍‌ କୋର୍ଟ କ୍ଷୁବ୍ଧ ହେବା ଏବଂ ଏହା ଏକ ସୁନିୟୋଜିତ ଷଡ଼ଯନ୍ତ୍ର ବୋଲି ପ୍ରଧାନ ବିଚାରପତି କହିବା ସରକାରଙ୍କୁ ବିଶେଷ କରି ଶିକ୍ଷା ମନ୍ତ୍ରଣାଳୟକୁ ବଡ଼ ଅଡୁଆରେ ପକାଇ ଦେଇଛି । କୁହାଯାଉଛି…

NCERT Class 8 TextBook: ସୁପ୍ରିମ୍‌କୋର୍ଟଙ୍କ ତୀବ୍ର ସମାଲୋଚନା ପରେ କ୍ଷମା ମାଗିଲା ଏନସିଇଆରଟି

ସୁପ୍ରିମ୍‌କୋର୍ଟଙ୍କ ତୀବ୍ର ସମାଲୋଚନା ପରେ କ୍ଷମା ମାଗିଛି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)। ବିବାଦୀୟ ବିଷୟ ‘ନ୍ୟାୟପାଳିକା ଦୁର୍ନୀତି’ ବିଷୟକୁ ନେଇ କ୍ଷମା ପ୍ରାର୍ଥନା କରିଛି ଏନସିଆରଟି । ଏନସିଇଆରଟିର ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନରେ ନ୍ୟାୟାପାଳିକାରେ…

ଅଷ୍ଟମ ଶ୍ରେଣୀ ବହିରୁ ପାଇକ ବିଦ୍ରୋହ ବାଦ୍‌, ସ୍ପଷ୍ଟୀକରଣ ଦେଲା ଏନସିଇଆରଟି

ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଦ୍ୱାରା ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ପଡିବା ଘଟଣାର ସ୍ପଷ୍ଟୀକରଣ ରଖିଛି ଏନ୍‌ସିଇଆର୍‌ଟି । ଆସନ୍ତା ସେପ୍‌ଟେମ୍ବର-ଅକ୍ଟୋବରରେ ପ୍ରକାଶିତ ହେବାକୁ ଥିବା ସାମାଜିକ…