ତାଜା ଖବର ରାଜ୍ୟ ମୟୂରଭଞ୍ଜରେ ନୌସେନା ହେଲିକପ୍ଟରର ଜରୁରୀ ଅବତରଣ December 4, 2024 Papirani ମୟୂରଭଞ୍ଜ ରାସଗୋବିନ୍ଦପୁର ଥାନା ଗାଁ ଅମର୍ଦ୍ଦା ନିକଟ ଏକ ବିଲରେ ଜରୁରୀ ଅବତରଣ କରିଛି ନୌସେନା ହେଲିକପ୍ଟର । ପ୍ରାୟ ୧୫ରୁ ୨୦ ମିନିଟ୍ ରହିବା ପରେ ହେଲିକପ୍ଟରଟି ପୁଣି ଉଡାଣ କରି ଫେରିଯାଇଛି। ପୁରୀରେ ଭାରତୀୟ ନୌସେନା ଦିବସରେ ଭାରତୀୟ…