Tag: narendra modi

ଓଡ଼ିଶାରେ ୨୫ ବର୍ଷର ବିଜେଡି ସରକାରର ଶାସନରେ ପଡ଼ିବ ପୂର୍ଣ୍ଣଛେଦ: ପ୍ରଧାନମନ୍ତ୍ରୀ

ଚଳିତବର୍ଷ ନିର୍ବାଚନର ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ଓଡ଼ିଶା ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୟୂରଭଞ୍ଜ ବାରିପଦାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବୁଧବାର ବାରିପଦାରେ ପହଞ୍ଚିବା ସହ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଆଜି ଓଡ଼ିଶାରେ ମୋର…

ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ ଜୋରଦାର ହୋଇଛି ପ୍ରଚାର ପାଇଁ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁନ ୧ରେ ସାରା ଦେଶରେ ଅନ୍ତିମ ପର୍ଯ୍ୟାୟରେ ଭୋଟ୍ ପଡିବ । ଏହାପୂର୍ବରୁୁ ବିଜେପିର ମାରାଥନ୍ ପ୍ରଚାର…

ଏଥର ଓଡ଼ିଶାରେ ବିଜେଡି ସରକାର ଯିବା ଥୟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୁରୀରେ ରୋଡ ଶୋ’ ପରେ ଅନୁଗୋଳରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୟ ଜଗନ୍ନାଥ, ଏଠି ଉପସ୍ଥିତ ମୋର ଭାଇଭଉଣୀମାନଙ୍କୁ ମୋର ନମସ୍କାର ଓ ଜୁହାର। ଏଭଳି ଓଡ଼ିଆ ଭାଷାରେ କହି ନିଜର ଭାଷଣ ଆରମ୍ଭ କରିଥିଲେ…

ମେ ୨୯ରେ କେନ୍ଦ୍ରାପଡ଼ା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୁଣିଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୯ ତାରିଖରେ କେନ୍ଦ୍ରାପଡ଼ାରେ ଏକ ବିଶାଳ ଜନ ସମାବେଶରେ ଯୋଗଦେଇ ଲୋକସଭା ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ‘ଜୟ’ ପଣ୍ଡାଙ୍କ ଲାଗି ପ୍ରଚାର କରିବେ । ଆଜି ମୋଦି…

ବଡ଼ଦାଣ୍ଡରେ ମୋଦୀଙ୍କ ବିଶାଳ ରୋଡ୍ ସୋ’

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡଦାଣ୍ଡରେ ମେଗା ରୋଡ୍ ସୋ’’ କରିଛନ୍ତି । ମରିଚିକୋଟ ଛକରୁ ଚାଲିଛି ମୋଦିଙ୍କ ରୋଡ୍ ସୋ’। ମୋଦିଙ୍କ ରୋଡ୍‌ ସୋ ରେ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ। ରଥଯାତ୍ରାର ଭ୍ରମ…

ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ

ଆଜି ପୁରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ସୋ’ । ଆଜି ସକାଳୁ ରାଜଭବନରୁ ପୁରୀ ଅଭିମୁଖେ ବାହାରି ପୁରୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡରେ ସେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅବତରଣ…

ସୋମବାର ପୁରୀରେ ବିଶାଳ ରୋଡ୍‌ ଶୋ କରିବେ ପ୍ରଧାନମନ୍ତ୍ରୀ

ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ଟାର୍ଗେଟରେ ଓଡ଼ିଶା । ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନ ବିଜେପି କେନ୍ଦ୍ର ନେତାଙ୍କ ଓଡ଼ିଶା ଘନଘନ ଗସ୍ତ ରାଜନୀତିକୁ ଆହୁରି ସରଗରମ କରୁଛି । ନିର୍ବାଚନ ପ୍ରଚାର ମଧ୍ୟରେ ପୁଣି ଓଡ଼ିଶା ଆସୁଛନ୍ତି ମୋଦି। ପୁରୀ…

ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଉତ୍ତରପ୍ରଦେଶର ବାରାଣସୀ ଆସନ ପାଇଁ ବିଧିବଦ୍ଧ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ। ଲୋକସଭା ନିର୍ବାଚନ ପାଇଁ ଆଜି ବାରଣାସୀରୁ ତୃତୀୟ ଥର ପାଇଁ ମୋଦି ନିଜ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହ ୧୧ଟି ରାଜ୍ୟର…

ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାରଣାସୀରୁ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ନାମାଙ୍କନ କରିବେ ମୋଦି ।ତୀୟ ଥର ପାଇଁ ବାରଣାସୀରୁ ପ୍ରାର୍ଥୀ ହୋଇଛନ୍ତି ମୋଦୀ । ବିଶାଳ ରାଲିରେ ଯାଇ ନାମାଙ୍କନ ଭରିବେ । ପ୍ରାର୍ଥୀପତ୍ର…

ରାଗିଗଲେ ନବୀନ, ମୋଦିଙ୍କ ଉପରେ ବର୍ଷିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିର୍ବାଚନୀ ସଭାରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ପରେ ଆଜି ରାତିରେ ନବୀନ ପାଲଟା ଜବାବ ଦେଇଛନ୍ତି । ଏକ ଭିଡିଓକୁ ନବୀନ ଜାରି କରି ମୋଦିଙ୍କୁ ପାଲଟା ଜବାବ ଦେଇଛନ୍ତି ।…