ତାଜା ଖବର ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କଲେ ଇଣ୍ଡିଆନ ଅଏଲ ଚେୟାରମ୍ୟାନ୍ ଏ.ଏସ୍. ସାହନି December 24, 2024 Papirani ଇଣ୍ଡିଆନ ଅଏଲ ଚେୟାରମ୍ୟାନ୍ ଏ.ଏସ୍. ସାହନି ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ବିଷୟରେ ଆଲୋଚନା କରିଛନ୍ତି। ଆଲୋଚନାରେ ଆସନ୍ତା ଜାନୁଆରୀରେ ମୋଟ ୬୧ ହଜାର କୋଟି ଟଙ୍କାର Naphtha…