Tag: Murder case

ସହଦେବ ନାୟକ ହତ୍ୟା: BMC ଅଫିସ ଘେରିଲେ ସଫେଇ କର୍ମଚାରୀ

ଭୁବନେଶ୍ବର ରସୁଲଗଡ଼ ଫ୍ଲାଏ ଓଭରରେ ଯୁବକଙ୍କୁ ବୀଭତ୍ସ ହତ୍ୟା ମାମଲାର ନ୍ୟାୟ ଦାବିରେ ଏକାଠି ହୋଇଛନ୍ତି ଶହ ଶହ ସଫେଇ କର୍ମଚାରୀ । ସଫେଇ ସଂଘ ସଭାପତି ସହଦେବ ନାୟକଙ୍କ ହତ୍ୟାରେ ନ୍ୟାୟ ଦାବିରେ ବିଏମ୍‌ଏସ୍ ଅଫିସ ଘେରାଉ କରିଛନ୍ତି ସଫେଇ…

ପରକୀୟାରୁ ୫ ଜଣଙ୍କୁ ହତ୍ୟା ଘଟଣା; ୧୩ ଅଟକ

ଗତକାଲି ସୁନ୍ଦରଗଡ଼ ଜିଲ୍ଲା କରମଡିହି ଗୀତାପଡ଼ାରେ ପରକୀୟାରୁ ହୋଇଥିବା ୫ ଜଣଙ୍କୁ ହତ୍ୟା ଘଟଣାରେ ଅନୁଗୁଳ ବଅଁରପାଳରୁ ୧୩ ଜଣଙ୍କୁ ଉଠାଇ ଆଣିଲା ପୋଲିସ । ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ହୋଇଥିଲା ଗଣହତ୍ୟା । ଏହି ମାମଲାରେ ୧୩…

ହିଞ୍ଜିଳିରେ ୨୪ ବର୍ଷରେ ହୋଇଛି ୧୦୦ ହତ୍ୟା

୨୪ ବର୍ଷ ମଧ୍ୟରେ ହିଞ୍ଜିଳିରେ ଘଟିଛି ଶହେ ହତ୍ୟା । ଆଜି ବିଧାସଭାରେ ପ୍ରଦ୍ୟୁମ୍ନ ନାୟକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ୨୪ ବର୍ଷରେ ଘଟିଛି ୧୦୦ ହତ୍ୟା।…