ତାଜା ଖବର ରାଜ୍ୟ 24 New NAC And Municipal Elections 2026: ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ January 21, 2026 Papirani ଆସନ୍ତା ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ। ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନ (SEC) ସବୁଜ ସଙ୍କେତ ଦେଇଛନ୍ତି। ଗତ ଡିସେମ୍ବର ମାସରେ ସହରାଞ୍ଚଳ ଶାସନ ଏବଂ ବିକେନ୍ଦ୍ରୀକରଣ…