ତାଜା ଖବର ରାଜ୍ୟ Mukhyamantri Sampoorna Pushti Yojana: ଓଡ଼ିଶା ଅପପୁଷ୍ଟି ଲଢେଇ; ଶିଶୁଙ୍କ ଜଳଖିଆ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର June 2, 2026 Papirani ଅପପୁଷ୍ଟି ମୁକ୍ତ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାର ବଡ଼ ପଦକ୍ଷେପ। ରାଜ୍ୟର ପ୍ରାୟ ୩୫ ହଜାର ସିଭିଅର ଅଣ୍ଡରୱେଟ୍ ଶିଶୁଙ୍କ ପୋଷଣ ସୁନିଶ୍ଚିତ କରିବା ପାଇଁ ଜଳଖିଆ ବାବଦରେ ଦିଆଯାଉଥିବା ଖର୍ଚ୍ଚକୁ ୮ ଟଙ୍କାରୁ ବଢ଼ାଇ ୧୨ ଟଙ୍କା କରାଯାଇଛି…