Tag: mortuary

ଶବ ବ୍ୟବଚ୍ଛେଦ ଗୃହରେ ଡାକ୍ତରଙ୍କୁ ଆକ୍ରମଣ!

କୋରାପୁଟ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଆକ୍ରମଣ । ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦକୁ ବିରୋଧ କରି ଡାକ୍ତରସନ୍ଦୀପ ପଣ୍ଡାଙ୍କୁ ଆକ୍ରମଣ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ୧୦ ଜଣଙ୍କୁ ଅଟକ ରଖିଲା…