ଖେଳ ତାଜା ଖବର EC Summons Mohammad Shami: SIR ସହିତ ଜଡିତ ମାମଲାରେ ମହମ୍ମଦ ସାମିଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍ January 6, 2026 Papirani ଭାରତୀୟ କ୍ରିକେଟର ମହମ୍ମଦ ଶାମି ଏବଂ ତାଙ୍କ ଭାଇ ମହମ୍ମଦ କୈଫଙ୍କୁ କୋଲକାତାରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଶୁଣାଣି ପାଇଁ ନୋଟିସ ଜାରି କରାଯାଇଛି। ଉତ୍ତର ପ୍ରଦେଶରେ ଜନ୍ମଗ୍ରହଣ କରିଥିବା ଶାମି ତାଙ୍କର ବୃତ୍ତିଗତ କ୍ରିକେଟ ପ୍ରତିବଦ୍ଧତା ଯୋଗୁଁ…