Tag: MLAs camp

ଶଙ୍ଖ ଭବନରେ ବିଜେଡି କରିବ ଦିନିକିଆ ପ୍ରଶିକ୍ଷଣ ଶିବିର

ବିଜେଡି କରିବ ଦିନିକିଆ ପ୍ରଶିକ୍ଷଣ ଶିବିର । ୨୫ ତାରିଖରେ ଶଂଖ ଭବନରେ ଆୟୋଜିତ ହେବାକୁ ଯାଉଛି ପ୍ରଶିକ୍ଷଣ ଶିବିର । ଏହାକୁ ନେଇ ସୂଚନା ଦେଇଛନ୍ତି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ । ସେ କହିଛନ୍ତି ନବନିର୍ବାଚିତ ବିଧାୟକଙ୍କୁ…