Tag: MLA-MP

Teacher Transfer: ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗ; ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟଙ୍କ ନାପସନ୍ଦ

ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ନେଇ ରାଜ୍ୟ ସରକାରଙ୍କୁ ଝଟକା। ସାଂସଦ ବିଧାୟକଙ୍କ ସୁପାରିଶ କ୍ଷମତାକୁ ଖାରଜ କଲେ ହାଇକୋର୍ଟ । ଏ ନେଇ ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ। ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ନାପସନ୍ଦ କଲେ…