ତାଜା ଖବର ରାଜ୍ୟ Operation Anwesan 2: ଅପରେସନ୍ ଅନ୍ବେଷଣ-୨: ଉଦ୍ଧାର ହେଲେ ୫୪୫୧ ନିଖୋଜ ବ୍ୟକ୍ତି February 4, 2026 Papirani ଅପରେସନ୍ ଅନ୍ବେଷଣ-୨ରେ ୫୪୫୧ ନିଖୋଜ ବ୍ୟକ୍ତି ଉଦ୍ଧାର ।ପରିବାରଠାରୁ ବିଚ୍ଛିନ୍ନ ୫୪୫୧ ନିଖୋଜ ଶିଶୁ ଓ ମହିଳା ଉଦ୍ଧାର । ଡିଜିପି ଖୁରାନିଆଙ୍କ ନିର୍ଦ୍ଦେଶରେ ଚାଲିଥିଲା ଅପରେସନ୍ ଅନ୍ବେଷଣ-୨ । ଅଭିଯାନରେ ସବୁ ଜିଲ୍ଲା ଓ ସହରାଞ୍ଚଳ ପୋଲିସ ସକ୍ରିୟ ଭାବେ…