Tag: Missing

ଭୁବନେଶ୍ବରରେ କାର୍ଯ୍ୟରତ ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ

ଭୁବନେଶ୍ବରରେ କାର୍ଯ୍ୟରତ ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ। ମହିଳା ଟ୍ରାଫିକ କନଷ୍ଟେବଳ ହେଲେ ଶୁଭମିତ୍ରା ସାହୁ । ସୂର୍ଯ୍ୟନଗରରୁ ନିଖୋଜ ହେବା ନେଇ କ୍ୟାପିଟାଲ ଥାନାରେ ଏତଲା । ୬ ତାରିଖରୁ ନିଖୋଜ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ତାଙ୍କର ପତ୍ତା…

ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣା; ଯାଜପୁର ବିଜେପି ନେତ୍ରୀ ଇତିଶ୍ରୀ ଜେନା ନିଖୋଜ

ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣା । ନିଜ ସପରିବାର ସହ ସିକ୍କିମ ବୁଲିବାକୁ ଯାଇଥିବାବେଳେ ତିସ୍ତା ନଦୀରେ ଟୁରିଷ୍ଟ ଗାଡି ଖସି ପଡି ଦୁର୍ଘଟଣା ଘଟିଛି । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି।…

ଟ୍ରେନରୁ ନିଖୋଜ ହୋଇଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ; ପ୍ରାୟ ତିନଘଣ୍ଟା ପରେ ଆହତ ଅବସ୍ଥାରେ ଉଦ୍ଧାର

ରହସ୍ୟମୟ ଭାବରେ ଟ୍ରେନରୁ ନିଖୋଜ ହୋଇଗଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଦିଲ୍ଲୀର ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଗୋଣ୍ଡୱାନା ଏକ୍ସପ୍ରେସ (ଟ୍ରେନ ନମ୍ବର ୧୨୪୧୦) ଯୋଗେ ଜବଲପୁର ଆସୁଥିବା ଟ୍ରେନରୁ ନିଖୋଜ ହୋଇଗଲେ ଜୁଏଲ ଓରାମ ।…