ତାଜା ଖବର ରାଜନୀତି ରାଜ୍ୟ Jaleswar Minor’s Rape and Murder Case: ନାବାଳିକା ଧର୍ଷଣ ଓ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା କଂଗ୍ରେସ October 23, 2026 Papirani ଜଳେଶ୍ଵରର ପଶ୍ଚିମବାଡ଼ ସ୍ଥିତ ଦେବକୁମାର ଗାଁର ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକା ଝିଅକୁ ଧର୍ଷଣ ପରେ ହତ୍ୟା କରାଯିବା ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାର ନିରପେକ୍ଷ ଅନୁସନ୍ଧାନ ଓ ବିହିତ କାର୍ଯ୍ୟାନୁଷ୍ଠାନ…