ତାଜା ଖବର ରାଜନୀତି ରାଜ୍ୟ ବୁର୍ଲା ହସ୍ପିଟାଲରେ ଚିକିତ୍ସିତ ହେବା ସହ ରୋଗୀଙ୍କ ଉପଯୁକ୍ତ ସେବା ପାଇଁ ଆଲୋଚନା କଲେ ମନ୍ତ୍ରୀ ରବି ନାୟକ June 26, 2024 Papi Jena ମନ୍ତ୍ରୀ ରବି ନାରାୟଣ ନାଏକ ଅସୁସ୍ଥତା ଅନୁଭବ କରିବାରୁ ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ଆସିଥିଲେ। ବୁର୍ଲା ଭିମସାର ହସ୍ପିଟାଲରେ ଚିକିତ୍ସିତ ହେବା ସହ ମନ୍ତ୍ରୀ ନାଏକ ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଅଧ୍ୟକ୍ଷ, ଅଧୀକ୍ଷକଙ୍କ ସହିତ ସମସ୍ତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା…