Tag: Milk Procurement Price

OMFED Raises Milk Procurement Price : ଓମ୍‌ଫେଡ୍‌କୁ କ୍ଷୀର ଯୋଗାଉଥିବା ଚାଷୀଙ୍କୁ ମିଳିବ ଲିଟର ପିଛା ଅଧିକ ୨ ଟଙ୍କା

ରାଜ୍ୟର ଦୁଗ୍ଧ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଓ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ସଂଘ (OMFED) ଏକ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛି। ଓମ୍‌ଫେଡ୍‌କୁ କ୍ଷୀର ଯୋଗାଉଥିବା ଚାଷୀମାନଙ୍କୁ ଏବେ…