ତାଜା ଖବର ରାଜ୍ୟ Medicine Dumping In Balasore: ରାସ୍ତାକଡ଼ରେ ମେଡିସିନ୍ ଫୋପାଡ଼ିବା ଘଟଣା; ୨ ଜଣ ଏଏନ୍ଏମ୍ ନିଲମ୍ବିତ December 19, 2025 Papirani ରାସ୍ତାକଡ଼ରେ ମେଡିସିନ୍ ଫୋପାଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ୨ ଏଏନ୍ଏମ୍ କୁ ନିଲମ୍ବନ କଲେ ବାଲେଶ୍ୱର CDMO । କୁଲିଗାଁ ଏଏନ୍ଏମ୍ ତନୁସ୍ମିତା ନାୟକ ଓ ଇଞ୍ଚୁଡ଼ି ସବସେଣ୍ଟର ଏଏନ୍ଏମ୍ କବିତା ବେହେରା ନିଲମ୍ବିତ ।…