Tag: Matrimonial Fraudster

Matrimonial Scam: ଡାକ୍ଟର ପରିଚୟ ଦେଇ ଏକାଧିକ ମହିଳାଙ୍କୁ ଠକେଇ; ଗୋଆରୁ ଠକକୁ ଗିରଫ କଲା ଗଞ୍ଜାମ ସାଇବର ପୋଲିସ

ଗଞ୍ଜାମରୁ ଏକ ବଡ଼ଧରଣର ସାଇବର ଠକେଇ ଘଟଣା ସାମ୍ନାକୁ ଆସିଛି। ନିଜକୁ ଜଣେ ଡାକ୍ତର ଭାବେ ପରିଚୟ ଦେଇ ଜଣେ ହାଇପ୍ରୋଫାଇଲ୍ ଠକ ବିଭିନ୍ନ ମାଟ୍ରିମୋନିଆଲ୍ ସାଇଟ୍ ଜରିଆରେ ମହିଳାମାନଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବିପୁଳ ପରିମାଣର ଅର୍ଥ ଠକି ନେଇଥିବା…