ତାଜା ଖବର ଦେଶ ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା; ୧୨ ମୃତ August 14, 2025 Papirani ଉତ୍ତରାଖଣ୍ଡ ପରେ ଏବେ ଜମ୍ମ-କାଶ୍ମୀରରେ ବାଦଲଫଟା ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । କିସ୍ତୱାର ଜିଲ୍ଲା ପଦର ଅଞ୍ଚଳରେ ବାଦଲଫଟା ବର୍ଷା ଦେଖିବାକୁ ମିଳିଛି । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିବା ବେଳେ ଅନେକ ଲୋକ ନିଖୋଜ ଥିବା…