Tag: Maha Kumbh

ଆଜି ମହାଶିବରାତ୍ରୀରେ ମହାକୁମ୍ଭରେ ଶେଷ ସ୍ନାନ 

ଦିନକୁ ଦିନ ମହାକୁମ୍ଭରେ ପବିତ୍ର ବୁଡ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶ୍ୱର ଅନ୍ୟତମ ବୃହତ୍ତମ ଧାର୍ମିକ କାର୍ଯ୍ୟକ୍ରମ ୪୫ ଦିନିଆ କୁମ୍ଭମେଳା ଆଜି ଶିବରାତ୍ରିର ସଙ୍ଗମସ୍ଥଳରେ ଅନ୍ତିମ ସ୍ନାନ ସହ ଶେଷ ହେଉଛି। ପ୍ରୟାଗରାଜର ତ୍ରିବେଣୀ…

ମହାକୁମ୍ଭର ତ୍ରିବେଣୀ ସ୍ଥଳରେ ବୁଡ଼ ପକାଇଲେ ମହାମହିମ ଦ୍ରୌପଦୀ ମୁର୍ମୁ

ଆଜି ମହାକୁମ୍ଭ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ପୂର୍ବହ୍ଣ ୧୧ଟାରେ ପହଞ୍ଚି ମହାମହିମ ପ୍ରଥମେ ପବିତ୍ର ସ୍ନାନ କରିଛନ୍ତି । ପରେ ପ୍ରୟାଗରାଜରେ ପୂଜାର୍ଚ୍ଚନା କରୁଛନ୍ତି ରାଷ୍ଟ୍ରପତି । ଏହା ପୂର୍ବରୁ ରାଷ୍ଟ୍ରପତି ଶହ…

କୁମ୍ଭ ମେଳାରେ ଚୁଟି ପକେଇ ଲାଣ୍ଡି ହେଲେ ସୁନୀତି ମୁଣ୍ଡ

ଭୁବନେଶ୍ୱର ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡ ମହାକୁମ୍ଭ ମେଳାରେ ଚୁଟି ପକେଇ ଲାଣ୍ଡି ହୋଇଛନ୍ତି । ନିକଟରେ ସେ ନିଜ ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ପୋଷ୍ଟ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ଏବେ କୁମ୍ଭମେଳା…

ପ୍ରଥମ ଫିଲ୍ମ ସାଇନ କଲେ କୁମ୍ଭମେଳା ଭାଇରଲ ଗାର୍ଲ ମୋନାଲିସା

ମହାକୁମ୍ଭ ୨୦୨୫ ରେ ଇନ୍ଦୋରର ମାଳା ବିକୁଥିବା ଝିଅ ମୋନାଲିସାର ନିଆରା ଆଖିକୁ ନେଇ ଏବେ ଅନେକେ ଚର୍ଚ୍ଚା ହେଉଛି । ସେ ଏବଂ ତାଙ୍କ ସମ୍ପୂର୍ଣ୍ଣ ପରିବାର ମହାକୁମ୍ଭରେ ରୁଦ୍ରାକ୍ଷ ଏବଂ ମୁକ୍ତା ହାର ବିକ୍ରି କରୁଥିଲେ । ତେବେ…

ପୁଣି ମହାକୁମ୍ଭରେ ଲାଗିଲା ନିଆଁ

ମହାକୁମ୍ଭରେ ପୁଣି ଅଗ୍ନିକାଣ୍ଡ । ପ୍ରୟାଗରାଜ ମହାକୁମ୍ଭର ସେକ୍ଟର ୨୨ରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୧୫ଟି ତମ୍ବୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ…

ପ୍ରୟାଗ ରାଜ ମହାକୁମ୍ଭକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିମନ୍ତ୍ରଣ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହା କୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ପ୍ରଦେଶର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଅନୀଲ…