ତାଜା ଖବର ଦେଶ ରାଜନୀତି PM Modi Longest-Serving Head Of Govt: ଦେଶର ସବୁଠାରୁ ଦୀର୍ଘକାଳ ସେବା ପ୍ରଦାନ କରିଥିବା ଶାସନ ମୁଖ୍ୟ ହେଲେ ନରେନ୍ଦ୍ର ମୋଦି March 22, 2026 Papirani ଭାରତର ରାଜନୈତିକ ଇତିହାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସେ ଭାରତର ସବୁଠୁ ଲମ୍ବା ସମୟ ଧରି ‘ଶାସନ ମୁଖ୍ୟ’ ଭାବେ କାର୍ଯ୍ୟ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଏକ୍ଷେତ୍ରରେ ମୋଦୀ ଆଜି ସିକିମର…