ତାଜା ଖବର ଦେଶ ପୁଞ୍ଚ୍ରେ ପାକିସ୍ତାନ ସେନାଙ୍କ ଗୁଳିମାଡ଼; ୧୩ ଭାରତୀୟ ନାଗରିକ ମୃତ, ୫୯ ଆହତ May 8, 2025 Papirani ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ରତା ବଢ଼ିବାରେ ଲାଗିଛି। ସାଧାରଣ ଲୋକଙ୍କୁ କରୁଛି ଟାର୍ଗେଟ କରିଛି ପାକିସ୍ତାନ । ଜାମ୍ମୁ-କାଶ୍ମୀର ପୁଞ୍ଚ୍ରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରିଛି। ଏଥିରେ ୧୩ ଭାରତୀୟ ନାଗରିକଙ୍କ…
ତାଜା ଖବର ଦେଶ LoCରେ ପାକିସ୍ତାନ ସେନାର ଗୁଳିବର୍ଷା: ଭାରତୀୟ ଯବାନ ସହିଦ May 8, 2025 Papirani ଅପରେସନ ସିନ୍ଦୂର ପରେ ରକ୍ତ ମୁହାଁ ହୋଇପଡିଛି ପାକିସ୍ତାନ ।ଜମ୍ମୁ ଓ କାଶ୍ମୀରରେ ନିୟନ୍ତ୍ରଣ ରେଖା ଏଲଓସିରେ ପାକିସ୍ତାନ ସେନା ଦ୍ୱାରା ପ୍ରବଳ ଗୁଳିବର୍ଷାରେ ଜଣେ ବୀର ଯବାନ ସହିଦ । ପାକିସ୍ତାନୀ ସେନାର ଗୁଳିମାଡ଼ରେ ସହିଦ ହୋଇଥିବା ଯବାନ ହେଉଛନ୍ତି…
ତାଜା ଖବର ଦେଶ ଭାରତର ଏୟାରଷ୍ଟ୍ରାଇକ ପରେ LoCରେ ପାକିସ୍ତାନର ଗୁଳିମାଡ଼; ୧୦ ନାଗରିକଙ୍କ ମୃତ୍ୟୁ, ୩୮ ଆହତ May 7, 2025 Papirani ଅପରେସନ ସିନ୍ଦୂର ପରେ ଉତ୍ତେଜିତ ହୋଇ ଏଲଓସିରେ ଗୁଳିମାଡ଼ କରୁଛି ପାକିସ୍ତାନ । ଖାଲି ହେଉଛି ଏଲଓସି ଅଞ୍ଚଳରେ ଥିବା ଗାଁରେ ଗୁଳିମାଡ଼ କରିଛି ପାକିସ୍ତାନ । ଜାମ୍ମୁ ଓ କାଶ୍ମୀରର ପୁଞ୍ଚରେ ହୋଇଥିବା ପାକିସ୍ତାନର ଗୁଳିମାଡ଼ରେ ୧୦ ନାଗରିକଙ୍କ ମୃତ୍ୟୁ…
ତାଜା ଖବର ଦେଶ ଜମ୍ମୁ କଶ୍ମୀରର ଏଲଓସିରେ ଗୁଳି ବିନିମୟ; ପାକ୍ ଗୁଳିର କଡ଼ା ଜବାବ ଦେଲା ଭାରତ April 25, 2025 Papirani ଗତକାଲି ରାତିରୁ ଆଶନ୍ତ ହୋଇ ଉଠିଛି ଏଲଓସି । ଭାରତ-ପାକିସ୍ତାନ ସୀମାରେ ଆରମ୍ଭ ହୋଇଯାଇଛି ଗୁଳିବିନିମୟ । ସାରା ରାତି ପାକ୍ ସେନା ପକ୍ଷରୁ ଗୁଳିବିନିମୟ କରାଯାଇଛି । ଯାହାର ପ୍ରଭାବଶାଳୀ ଜବାବ ଦେଇଛି ଭାରତୀୟ ସେନା । ଏହି ଏନକାଉଣ୍ଟରରେ…