Tag: LiveIn Partner Assault

LiveIn Partner Assault: ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ; ବନ୍ଧା ହେଲା ଲିଭ୍ ଇନରେ ଥିବା ପୁରୁଷ ବନ୍ଧୁ

ରାଜଧାନୀ ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ବାପିନ ସାବତଙ୍କୁ ଗିରଫ କରିଛି ପୋଲିସ। ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବ୍ରହ୍ମପୁରରୁ ଗିରଫ କଲା କମିଶନରେଟ୍ ପୋଲିସ୍। ପୀଡ଼ିତା ଜଣଙ୍କ ବୁଦ୍ଧନଗରରେ ଅଭିଯୁକ୍ତ ବିପିନ…