Tag: liquor sale

New Excise Policy: ଅବକାରୀ ବିଭାଗର ନୂଆ ଗାଇଡଲାଇନ; ଟେଟ୍ରା ପ୍ୟାକରେ ମିଳିବ ମଦ

ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର । ମଦ ବଣ୍ଟନକୁ ଆଧୁନିକୀକରଣ ଏବଂ ପରିବେଶଗତ ପ୍ରଭାବକୁ ହ୍ରାସ କରିବା ପାଇଁ ଏକ ପ୍ରମୁଖ ସଂସ୍କାର ସ୍ୱରୂପ, ଓଡ଼ିଶା ଅବକାରୀ ବିଭାଗ ୧୮୦ ମିଲି ପର୍ଯ୍ୟନ୍ତ ଟେଟ୍ରା ପ୍ୟାକରେ ମଦ ବିକ୍ରୟକୁ…