Tag: Lingaraj temple

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ; ସେବାୟତ ଖସିପଡ଼ି ଆହତ

ମହାଶିବରାତ୍ରି ରେ ଲିଙ୍ଗରାଜ ପୀଠ ରେ ମହାଦୀପ ଉଠିବା ସମୟରେ ଘଟିଛି ବଡ ଅଘଟଣ । ମହାଦୀପ ଧରି ଉପରକୁ ଉଠୁଥିବା ବେଳେ ପଡି ଆହତ ହୋଇଛନ୍ତି ସେବାୟତ । ଯାହା ଲକ୍ଷଲକ୍ଷ ଭକ୍ତଙ୍କୁ ନିରାଶ କରିଛି । ଗୁରୁତର ଅବସ୍ଥାରେ…

ଶ୍ରୀଲିଙ୍ଗରାଜଙ୍କ ପୀଠରେ ଦଳାଚକଟା ପରିସ୍ଥିତି ସୃଷ୍ଟି; ୨ ମହିଳା ଆହତ

ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ଦେବ ଦେବ ମହାଦେବଙ୍କ ଉପାସନାର ଏକ ସ୍ୱତନ୍ତ୍ର ଦିନ । ସାରା ଦେଶରେ ବିଭିନ୍ନ ଶିବ ମନ୍ଦିରରେ ଚାଲିଛି ଶିବ ଉପାସନା । ଏହି ସମୟରେ ଭୁବନେଶ୍ୱରର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ସକାଳୁ ସକାଳୁ…

ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ: ଆଇନ ମନ୍ତ୍ରୀ

ଖୁବ ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ । ସ୍ବତନ୍ତ୍ର ଆଇନ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଖୁବ ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ…

ମହାପ୍ରଭୁ ଲିଙ୍ଗରାଜଙ୍କୁ ଭୋକିଲା ରଖିବା ମାମଲାରେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ବଡୁ ସେବାୟତ ଓ ପୂଜା ପଣ୍ଡା ନିଯୋଗର ସେବା ବିବାଦ ମଧ୍ୟରେ ୩ ଦିନ ହେଲାଣି ଉପାସରେ ଶ୍ରୀଲିଙ୍ଗରାଜ । ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପ୍ରଭୁ ଲିଙ୍ଗରାଜ ତିନି…

୩ଦିନ ହେଲା ଉପାସରେ ମହାପ୍ରଭୁ ଲିଙ୍ଗରାଜ

୩ ଦିନ ହେଲାଣି ଉପାସରେ ଶ୍ରୀଲିଙ୍ଗରାଜ । ବଡୁ ସେବାୟତ ଓ ପୂଜା ପଣ୍ଡା ନିଯୋଗର ସେବା ବିବାଦକୁ ନେଇ ନୀତି ବିଭ୍ରାଟ ହୋଇଛି । ସୋମବାର ସନ୍ଧ୍ୟାରୁ ଏପର୍ଯ୍ୟନ୍ତ ହୋଇନି ନୀତିକାନ୍ତି । ଟ୍ରଷ୍ଟ ବୋର୍ଡ ବୈଠକ ଡାକି ସ୍ଥାୟୀ…

ମକର ସଂକ୍ରାନ୍ତିରେ ଉପବାସ ରହିଲେ ମହାପ୍ରଭୁ ଲିଙ୍ଗରାଜ

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଆଜି ଏହି ପବିତ୍ର ଦିନରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ଏତେ ବଡ଼ ଦିନରେ ମହାପ୍ରଭୁ ରହିଛନ୍ତି ଉପବାସ । ଗତକାଲିଠାରୁ ସେବାୟତମାନଙ୍କ ଜିଦ ଯୋଗୁଁ ନୀତିକାନ୍ତି ବନ୍ଦ ରହିଛି ।…

ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ, ଫଟୋ ହେଲା ଭାଇରାଲ

ପୁଣି ପ୍ରଭୁ ଲିଙ୍ଗରାଜ ମନ୍ଦିର ଭିତର ଫଟୋ ହେଲା ଭାଇରାଲ୍ । ଏବେ କେବଳ ଫଟୋ ଉଠେଇବା ନେହେ ମନ୍ଦିର ଭିତରେ ସିଗାରେଟ୍ ଟାଣିବାର ଦୁଃସାହସ କରିଛନ୍ତି ଯୁବକ। ଯାହାର ଏକ ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।…

ଲିଙ୍ଗରାଜ ମନ୍ଦିରରେ ଫଟୋ ଓ ଭିଡିଓ କରି ବିବାଦରେ ଶିଳ୍ପା ସେଟ୍ଟୀ ଓ ମନ୍ଦିର ପ୍ରଶାସନ

ଲିଙ୍ଗରାଜ ମନ୍ଦିର ପରିସରରେ ଫଟୋ ଓ ଭିଡିଓ ଉତ୍ତୋଳନ କରି ବିବାଦରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ମନ୍ଦିର ପ୍ରଶାସନ। ଯାହାର ଫଟୋ ଓ ଭିଡିଓ ଏବେ ଚାରିଆଡ଼େ ଭାଇରାଲ୍ ହେବାକୁ ଲାଗିଛି। ମନ୍ଦିର ଭିତରକୁ ଅନୁମତି ନ ଥାଇ…

ପୂଜାପଣ୍ଡା ଓ ବଡୁ ନିଯୋଗ ବିବାଦ; ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ପୂଜାପଣ୍ଡା ଓ ବଡୁ ନିଯୋଗ ବିବାଦ ଯୋଗୁଁ ବନ୍ଦ ରହିଛି ବାବା ଲିଙ୍ଗରାଜଙ୍କ ନୀତିକାନ୍ତି। କାଲି ପଇତା ଲାଗି ନୀତି ବନ୍ଦ ପରଠୁ ସବୁ ନୀତିକାନ୍ତି ବନ୍ଦ ରହିଛି। କାଲି ସନ୍ଧ୍ୟା ପରଠୁ ନୀତିକାନ୍ତି ହୋଇନି, ସାଧାରଣ ଦର୍ଶନ ଚାଲିଛି ।…

ଲିଙ୍ଗରାଜ ମନ୍ଦିର ବାହାରେ ବିଦେଶିନୀ ଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର : ଗିରଫ ହେଲେ ଲିଙ୍ଗରାଜ ମନ୍ଦିର ସେବାୟତ । ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ସେବାୟତ । ଗିରଫ ଅଭିଯୁକ୍ତଙ୍କ ନାମ କୁଣ୍ଡୁ ମହାପାତ୍ର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ୱାର…