ତାଜା ଖବର ରାଜ୍ୟ ଭୁବନେଶ୍ବର ଛାଡ଼ିଲେ ପାକିସ୍ତାନୀ ନାଗରିକ ନଗମା ୟୁସୁଫ April 27, 2025 Papirani ଭୁବନେଶ୍ବର ଛାଡ଼ିଲେ ପାକିସ୍ତାନୀ ନାଗରିକ ନଗମା ୟୁସୁଫ ।୨୦୦୮ ମସିହାରେ ନଗମା ଭୁବନେଶ୍ୱରର ମହମ୍ମଦ ନିଜାରୁଦ୍ଦିନଙ୍କୁ ପ୍ରେମ ବିବାହ କରିଥିଲେ ନଗମା । ବିବାହ ପରେ ଭାରତୀୟ ନାଗରିକତ୍ବ ପାଇଁ ଆବେଦନ କରି ନଥିଲେ । ମାତ୍ର ଦୀର୍ଘମିଆଦି ଭିସା ପାଇଁ…