ତାଜା ଖବର ରାଜନୀତି ରାଜ୍ୟ BJD Leadership: ନବୀନ ପଟ୍ଟନାୟକ ସର୍ବମାନ୍ୟ ଓ ଅଦ୍ଵିତୀୟ ନେତା- ଦିବ୍ୟ ଶଙ୍କର ମିଶ୍ର January 29, 2026 Papirani ସ୍ଥାନୀୟ ମିଡ଼ ଟାଉନ ହୋଟେଲ ଠାରେ ପୂର୍ବତନ ସାଂସଦ ତଥା ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓଙ୍କ ସମ୍ପର୍କରେ ଦେଇଥିବା ମତାମତ ସମ୍ପର୍କରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଆଜି ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି , ମାନ୍ୟବର…