ତାଜା ଖବର ରାଜ୍ୟ ଦ୍ବିତୀୟ ବର୍ଷ ପାଇଁ ସଂକଟରେ ସାସ୍ଥ୍ୟ, ଟ୍ରାଫିକ, ଆଇନଶୃଙ୍ଖଳା May 19, 2025 Papirani ମୋହନ ସରକାର ଆଉ କିଛିଦିନ ପରେ ବର୍ଷପୂର୍ତି ପାଳନ କରିବେ । ଦ୍ବିତୀୟ ବର୍ଷ ପାଇଁ ମୋହନ ସରକାରଙ୍କ ସକାଶେ ୩ଟି ବଡ଼ ସମସ୍ୟା ଗୁରୁତର ପରିସ୍ଥିତି ସୃଷ୍ଟି କରିବା ଆଶଙ୍କାକୁ ଏଡା଼ଇ ଦିଆଯାଇ ପାରୁନାହିଁ । ଏହି ୩ଟି କ୍ଷେତ୍ର…