ତାଜା ଖବର ରାଜନୀତି ରାଜ୍ୟ ଅଶ୍ଲୀଳ ନୃତ୍ୟ ବନ୍ଦ ହେବା ପାଇଁ ହୋଇଥିବା ବାବୁ ସିଂଙ୍କ ଠେଙ୍ଗା ବାହିନୀକୁ ନେଇ ବୟାନବାଜି ଆରମ୍ଭ February 6, 2025 Papirani ଏକାମ୍ର ବିଧାୟକ ବାବୁ ସିଂହ ଗଠନ କରିଛନ୍ତି ଠେଙ୍ଗା ବାହିନୀ । ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନକୁ ରୋକିବା ପାଇଁ ବାବୁ ସିଂ ଗଢିଥିବା ଠେଙ୍ଗା ବାହିନୀକୁ ନେଇ ଏବେ ଆରମ୍ଭ ହୋଇଛି ବୟାନବାଜି । ଆଜି ବାବୁ ସିଂଙ୍କ…