Tag: Lashkar-e-Taiba

ମାଟିରେ ମିଶିଲା ଆଉ ୨ ଆତଙ୍କବାଦୀଙ୍କ ଘର

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ଭାରତୀୟ ସେନା । କାଶ୍ମୀରର ସୋପିଆନ ଓ ପୁଲୱାମାରେ ଆଜି ଆଉ ୨ ଲସ୍କର ଆତଙ୍କୀଙ୍କ ଘର ଉଡାଇଛନ୍ତି ସୁରକ୍ଷାକର୍ମୀ । ମାଟିରେ ମିଶୁଛି ଆତଙ୍କବାଦୀଙ୍କ ଘର ।…