Tag: Ladies hostel

ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ମିଳିଲା ଗୁପ୍ତ କ୍ୟାମେରା

ଆନ୍ଧ୍ର ପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ ଥିବା ଏସଆର ଗୁଡଲାଭଲ୍ଲେରୁ ଇଂଜିନିୟରିଂ କଲେଜର ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ମିଳିଲା ସିକ୍ରେଟ୍ କ୍ୟାମେରା । ବାଥ୍‌ରୁମ୍‌ରୁ ମିଳିଥିବା ଗୁପ୍ତ କ୍ୟାମେରା ଲଗାଇ ଆପତ୍ତିଜନକ ଫଟୋ ଓ ଭିଡିଓ ସଂଗ୍ରହ କରାଯାଉଥିଲା। ପ୍ରାୟ ୩ଶହରୁ ଅଧିକ…