Tag: labourers died

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ତିନି ଶ୍ରମିକ ମୃତ

ଆପାଟମେଣ୍ଟରର ଥିବା ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ।ବାରଙ୍ଗ ନରଣପୁର ସ୍ଥିତ ଡିଅନ ଆପାଟମେଣ୍ଟର ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ସେଣ୍ଟରିଂ ପଟା ଖୋଲିବା ବେଳେ ଘଟିଛି ଏହି ଭଳି ବଡ଼ ଅଘଟଣା। ଖବର ପାଇ ବାରଙ୍ଗ…