ତାଜା ଖବର ରାଜ୍ୟ କୋଇଲା ଖଣି ଚୋରିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୁସୁମ ଟେଟେଙ୍କ ଚିଠି April 7, 2025 Papirani କୋଇଲା ଖଣି ଚୋରିକୁ ନେଇ ଏବେ ସାମ୍ନାକୁ ଆସିଛି ସଙ୍ଗୀନ ଅଭିଯୋଗ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଅନ୍ତର୍ଗତ ଗୋପାଳପୁର ରେଞ୍ଜ କୋଇଲା ଖଣି ଚୋରିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ବିଧାୟିକା ତଥା ବିଜେପି…