Tag: Konark Sun Temple

କୋଣାର୍କ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢ଼ା ସ୍ଥିତିର ଅନୁଧ୍ୟାନ କଲେ ଏଏସଆଇ ଟିମ୍‌‌

କୋଣାର୍କ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢ଼ା ସ୍ଥିତି ନେଇ ୬ ଜଣିଆ ଏଏସଆଇ ଟିମ୍‌‌ ପହଞ୍ଚି ମନ୍ଦିର ପରିସରରେ ଅନୁଧ୍ୟାନ ଜାରି ରଖିଛନ୍ତି। ଏଡିଜି ଜାନଭି ଶର୍ମାଙ୍କ ନେତୃତ୍ବରେ ଏଏସ୍ଆଇ ଟିମ୍ ର ଅନୁଧ୍ୟାନ କରିଛନ୍ତି । ଏଥିରେ ଏଏସଆଇର…