ତାଜା ଖବର ରାଜନୀତି ରାଜ୍ୟ Kolabira Farmer Meet: କୃଷକ ସମାବେଶରେ ଥିବା ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ; କ୍ଷମା ମାଗିଲେ ଉପମୁଖ୍ୟମନ୍ତ୍ରୀ December 21, 2025 Papirani ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ଅନୁଷ୍ଠିତ କୃଷକ ସମାବେଶରେ ଗର୍ଜିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ।ମଞ୍ଚରେ ଲାଗିଥିବା ପୋଷ୍ଟରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ନିଜ ଫଟୋ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହିତ ଜିଲ୍ଲାପାଳଙ୍କୁ…