ତାଜା ଖବର ରାଜ୍ୟ ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ୍ May 26, 2025 Papirani ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ୍ ।ଅଡେଣିଗଡ଼ ନିକଟରେ କୌଣସି କାରଣରୁ ଭୁଶୁଡ଼ିଲା ନିର୍ମାଣାଧୀନ ରେଳ ଟନେଲ୍ । ଟନେଲ ଭୁଶୁଡିବା ପରେ ସେଠାରେ ୩୦ ମିଟର ଦୀର୍ଘ ଗର୍ତ୍ତ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଏହି ସମୟରେ…