ତାଜା ଖବର ରାଜ୍ୟ Food Safety Raid At Pal Heights Mall: ଜୟଦେବ ବିହାର ପାଲ୍ ହାଇଟ୍ସ KFC ଓ ବର୍ଗର କିଙ୍ଗ୍ରେ ଚଢ଼ାଉ; ଜବତ ହେଲା ବାସି ଓ ଅସ୍ୱାସ୍ଥ୍ୟକର ଚିକେନ୍ September 2, 2026 Papirani ରାଜ୍ୟରେ ଖାଦ୍ୟର ଗୁଣବତ୍ତା ଏବଂ ସୁରକ୍ଷା ମାନଦଣ୍ଡ ଯାଞ୍ଚ କରିବା ପାଇଁ ଗତକାଲି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଟ୍ବିନ୍ ସିଟିର ବିଭିନ୍ନ ଖାଦ୍ୟ ଆଉଟଲେଟ୍ରେ ଚଢ଼ାଉ କରାଯାଇଛି। ସୂର୍ଯ୍ୟ ନଗର, ଜଗମାରା, ଜୟଦେବ ବିହାର, ନୟାପଲ୍ଲୀ, କଳିଙ୍ଗ ନଗର, ପଟିଆ…