Tag: Keonjhar Bandh

Keonjhar Bandh: କାଲି ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ

କେନ୍ଦୁଝରରେ ବାଂଲାଦେଶୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି ଜୋରଦାର । ଜିଲ୍ଲାରୁ ବାଂଲାଦେଶ ଅନୁପ୍ରଦେଶକାରୀଙ୍କୁ ହଟାଇବା ପାଇଁ ଦାବି କରି ଆସନ୍ତାକାଲି ୧୨ ଘଣ୍ଟିଆ ଦିଆଯାଇଛି କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା । ବନ୍ଦକୁ ସମର୍ଥନ ଦେବାକୁ ବିଶ୍ୱ ହିନ୍ଦୁ ପରିଷଦର ଅପିଲ୍…