ତାଜା ଖବର ଦେଶ ଜମ୍ମୁର କାଠୁଆରେ ବାଦଲଫଟା ବର୍ଷାର ତାଣ୍ଡବ; ୪ ମୃତ August 17, 2025 Papirani ଜମ୍ମୁର କାଠୁଆରେ ବାଦଲଫଟା ବର୍ଷାର ତାଣ୍ଡବ । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି। ଏହା ସହ ଜମ୍ମୁ-ପଠାନକୋଟ ଏନ୍ଏଚ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଘର ପୋତି ହୋଇଯାଇଥିବା ଅନୁମାନ କରାଯାଉଛି ।…