ତାଜା ଖବର ରାଜ୍ୟ ହାତୀର ମୃତଦେହ ଠାବ September 13, 2024 Nirvay ଭବାନୀପାଟଣାରେ ପୁଣି ଏକ ମାଈ ହାତୀର ମୃତଦେହ ଠାବ ହୋଇଛି। କଳାହାଣ୍ଡି ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡ଼ିମାଲ ଗାଁ ନିକଟ ଆମ୍ବ ବଗିଚାରୁ ମୃତଦେହ ଠାବ ହୋଇଛି। ହାତୀର ବୟସ ପ୍ରାୟ ୮ ବର୍ଷ ବୋଲି ଜଣାପଡିଛି। ତେବେ କିପରି ହାତୀର…
ତାଜା ଖବର ରାଜନୀତି ରାଜ୍ୟ ଅନାସ୍ଥାରେ ହାରିଲେ ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା August 12, 2024 Papirani କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରାଧ୍ୟକ୍ଷାଙ୍କ ବିରୋଧରେ ଦିଆଗଲା ଅନାସ୍ଥା ଭୋଟ୍ । ପୂର୍ବାହ୍ନ ୧୧ ଟାରେ ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା।ପୌରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିରୋଧରେ ୨୦ କାଉନ୍ସିଲର ଯଥା ବିଜେଡିର ୧୮, କଂଗ୍ରେସ ଓ ବିଜେପିର ଜଣେ ଲେଖାଏଁ କାଉନସିଲରଙ୍କ…
ତାଜା ଖବର ରାଜ୍ୟ ଭିଜିଲାନ୍ସର ହାତରେ ଧରାପଡିଲେ ସରପଞ୍ଚ July 19, 2024 Papirani ଭିଜିଲାନ୍ସର ହାତରେ ଧରାପଡିଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବ୍ରୁଣ୍ଡାବାହାଲ ଗ୍ରାମପଞ୍ଚାୟତ ସରପଞ୍ଚ ଦୀନେଶ କୁମାର ରାଉତ । ଗୋଲାମୁଣ୍ଡାରୁ ବ୍ରୁଣ୍ଡାବାହାଲକୁ ବୋଲେରୋରେ ୫ ଲକ୍ଷ ୪୦ ହଜାର ଟଙ୍କା ନେଇ ଯାଉଥିବାବେଳେ ଖାଲିଆକାନି ନିକଟରେ ଓଡିଶା ଭିଜିଲାନ୍ସର ହାତରେ…